Inicio > Literatura y estudios literarios > Literatura: historia y crítica > Estudios literarios: obras de teatro y dramaturgos > Asami O Anyanya Nataka (ଆସାମୀ ଓ ଅନ୍ୟାନ୍ୟ ନାଟକ)
Asami O Anyanya Nataka (ଆସାମୀ ଓ ଅନ୍ୟାନ୍ୟ ନାଟକ)

Asami O Anyanya Nataka (ଆସାମୀ ଓ ଅନ୍ୟାନ୍ୟ ନାଟକ)

Gourahari Das

18,94 €
IVA incluido
Disponible
Editorial:
BLACK EAGLE BOOKS
Año de edición:
2023
Materia
Estudios literarios: obras de teatro y dramaturgos
ISBN:
9781645604020
18,94 €
IVA incluido
Disponible
Añadir a favoritos

’ଆସାମୀ ଓ ଅନ୍ୟାନ୍ୟ ନାଟକ’ରେ ଯେଉଁ ତିନିଟି ନାଟକ ସଂକଳିତ ହୋଇଛି ସେଗୁଡ଼ିକ ହେଲା ’ଆସାମୀ’, ’ନୂଆ ଠିକଣା’ ଏବଂ ’ମାୟା’ । ଏ ନାଟକଗୁଡ଼ିକ ୨୦୧୬ ଓ ୨୦୧୭ରେ ଯଥାକ୍ରମେ ଉତ୍ତରପୁରୁଷ, ନାଟ୍ୟଚେତନା ଓ ଶତାବ୍ଦୀର କଳାକାର ଦ୍ୱାରା ପ୍ରଥମେ ମଞ୍ଚସ୍ଥ ହୋଇଥିଲା ।ନାଟକ ସଂପର୍କରେ:ନାଟକ ’ଆସାମୀ’, ନୋଟ୍ ଓ ଭୋଟ୍‌ର ରାଜନୀତି ଭିତରେ ଛନ୍ଦି ପଡ଼ିଥିବା, ମାଟି ଓ ଭାଟିର ବିଷଚକ୍ରରୁ ମୁକୁଳି ପାରୁ ନ ଥିବା ଗୋଟେ ସାଧାରଣ ପରିବାରର କାହାଣୀ; ଯେଉଁ ପରିବାର କେବଳ ଚାହୁଁଥଲା, ଦିନରେ ଦୁଇଓଳି ଭାତ, ରାତିରେ ଦି ପହଡ଼ ମିଠା ନିଦ ଏବଂ ଗୋଟେ ଗେଲବସରିଆ ଘରକରଣା । କିନ୍ତୁ ମଝିବାଟରେ ନିଶାପାଣି ଭଳି ଅପଦେବତାର ବିଷବୃଷ୍ଟି ଜାଳିପୋଡ଼ି ଛାରଖାର କରିଦିଏ ସେମାନଙ୍କର ସ୍ୱପ୍ନ । ସମୟକ୍ରମେ ନିଶାସକ୍ତ ମଣିଷ ବୁଝିପାରେ - ଯୋଉ ନିଶାପାଣିକୁ ସେ ଅମୃତ ଭାବି ଦିନେ ଓଠ ପାଖରେ ଧରିଥିଲା, ସେଇ ନିଶାପାଣି ହଳାହଳ ବିଷ ହେଇ ତାର ସୁନା ସଂସାରକୁ ଚୂନା କରିଚି । ମାତ୍ର ସେତେବେଳକୁ ଅନେକ ବିଳମ୍ବ ହୋଇଯାଇଥାଏ । ନିଜର ସ୍ୱପ୍ନ ଓ ସମ୍ଭାବନାଠାରୁ ସେ ଚାଲିଯାଇଥାଏ ଅପହଞ୍ଚ ଦୂରତାକୁ ।ମାଟି, ଭାଟି, ନୋଟ୍ ଓ ଭୋଟ୍‌ର ମୁନାଫାଖୋର ପଞ୍ଝା, ନାରୀ ମାଉଁସ ଲୋଭୀ କପଟୀମାନଙ୍କର ଭୋକ ଏବଂ ଠିକାଦାରୀ ଶାସନ ବ୍ୟବସ୍ଥାର ଶିକାର ହୁଏ ଏଇ ସାଧାରଣ ମଣିଷ । କ୍ରମେ ସାଧାରଣ ମଣିଷଟି ପରିଣତ ହୁଏ ସଇତାନ୍‌ରେ । ନିରପରାଧ ନାଗରିକଟି ରୂପାନ୍ତରିତ ହୁଏ ଅପରାଧୀରେ । ତା ମଥାରେ ମାରିଦିଆଯାଏ ଆସାମୀର ମୋହର । ତେବେ ପ୍ରଶ୍ନ ଉଠେ- ପ୍ରକୃତରେ ଆସାମୀ କିଏ?

Artículos relacionados

  • William Shakespeare, Richard Barnfield, and the Sixth Earl of Derby
    Leo Daugherty
    This book is the first to argue that the Rival Poet of Shakespeare’s Sonnets is the well-known young Elizabethan writer Richard Barnfield (1574-1620), long suspected to have been one of Shakespeare’s 'private friends' (as they were termed by Francis Meres in 1598), with whom (as Meres also tells us) Shakespeare shared some of his sonnets. This is also the first book to argue th...
    Disponible

    118,86 €

  • Shakespeare and the Dawn of Modern Science
    Peter D. Usher
    In Shakespeare and the Dawn of Modern Science, renowned astronomy expert Peter Usher expands upon his allegorical interpretation of Hamlet and analyzes four more plays, Love’s Labour’s Lost, Cymbeline, The Merchant of Venice, and The Winter’s Tale. With painstaking thoroughness, he dissects the plays and reveals that, contrary to current belief, Shakespeare was well aware of th...
    Disponible

    141,03 €

  • The German NOVELLE
    Martin Swales
    Although the influence of Homer on Western literature has long commanded critical attention, little has been written on how various generations of readers have found menaing in his texts. These seven essays explore the ways in which the Illiad and the Odyssey have been read from the time of Homer through the Renaissance. By asking what questions early readers expected the texts...
    Disponible

    61,15 €

  • Hamlet in Purgatory
    Stephen Greenblatt
    In Hamlet in Purgatory, renowned literary scholar Stephen Greenblatt delves into his longtime fascination with the ghost of Hamlet’s father, and his daring and ultimately gratifying journey takes him through surprising intellectual territory. It yields an extraordinary account of the rise and fall of Purgatory as both a belief and a lucrative institution--as well as a capacious...
    Disponible

    27,63 €

  • How to Think like Shakespeare
    Scott Newstok
    A lively and engaging guide to vital habits of mind that can help you think more deeply, write more effectively, and learn more joyfullyHow to Think like Shakespeare is a brilliantly fun exploration of the craft of thought—one that demonstrates what we’ve lost in education today, and how we might begin to recover it. In fourteen brief chapters that draw from Shakespeare’s world...
    Disponible

    19,91 €

  • The Comic Matrix of Shakespeare’s Tragedies
    Susan Snyder
    Comic elements in Shakespeare’s tragedies have often been noted, but while most critics have tended to concentrate on humorous interludes or on a single play, Susan Snyder seeks a more comprehensive understanding of how Shakespeare used the conventions, structures, and assumptions of comedy in his tragic writing. She argues that Shakespeare’s early mastery of romantic comedy de...
    Disponible

    94,60 €

Otros libros del autor

  • Ama Samayara Kahani
    Gourahari Das
    ଯେତେ ଯାହା ଚାହିଁଲେ ବି ପିଲାଦିନ ଆଉ ଫେରେ ନାହିଁ । ସ୍ମୃତିର ଆଲ୍‌ବମ୍‌ରେ ପୁରୁଣା ଫଟୋଟିଏ ପରି ସେ ପଛରେ ରହିଯାଏ । ଏଣିକି ମଣିଷକୁ ଫେରିବାକୁ ହୁଏ ପିଲାଦିନ ପାଖକୁ- ଗୀତ, ଗପ, ଉପନ୍ୟାସ ଓ ଚିତ୍ରର ଭରସାରେ ।ପିଲାଦିନ ଗପ ସଂକଳନ, ସେଇ ପିଲାଦିନକୁ ପାଖରେ ପାଇବାର ଆବେଗ ଆତୁର ଉଦ୍ୟମର ଫଳଶ୍ରୁତିଟିଏ । ଅନେକ ଦିନ ଧରି ଏମିତି ସ୍ୱପ୍ନଟିଏ ଥିଲା, ପିଲାଦିନର ସ୍ମୃତି ପରି ମୋ ପାଖେ ପାଖେ, ମାତ୍ର ସେଇ ସ୍ୱପ୍ନକୁ ବାସ୍ତବର ରୂପ ଦେବା ପାଇଁ ଅବକାଶ ଓ ଅବସର ଜୁଟୁ ନ ...
    Disponible

    21,38 €

  • Bhala Galpa
    Gourahari Das
    ଭଲ ଗଳ୍ପ: ଭୂମି ଓ ଭୂମିକା’ ବହିଟିର ପରିକଳ୍ପନା ଅନେକ ଦିନର । ୧୯୮୮ରେ ’ସମ୍ବାଦ’ର ସାହିତ୍ୟ ପୃଷ୍ଠା ସଂଯୋଜନା କରୁଥିବା ବେଳେ, ମଝିରେ ମଝିରେ ସେଥିରେ ନୂଆ ନୂଆ ଫିଚର୍ ଉପସ୍ଥାପନ କରିବା ଲାଗି ଚେଷ୍ଟା କରୁଥାଏ । ତା ଭିତରୁ ଗୋଟିଏ ଥିଲା ’ଭଲ ଗପ କହିଲେ ଆପଣ କ’ଣ ବୁଝନ୍ତି’ ବିତର୍କ । ଏ ପ୍ରଶ୍ନଟି ସର୍ଜନଶୀଳ ଲେଖକଲେଖିକାଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ଯେତେବେଳେ ବି ମୁଁ କ୍ଷୁଦ୍ରଗଳ୍ପର ଭୂମିକା ବା ପରିଭାଷା ସମ୍ପର୍କରେ ଯାହା କିଛି ପଢ଼ିଛି ସେତେବେଳେ କୌଣସି ଇ...
    Disponible

    20,19 €

  • Kanta O Anyanya Galpa
    Gourahari Das
    Kanta O Anyanya Galpa is a collection of sixteen short-stories by Gourahari Das . Flawlessly narrated, the stories sparkle with compassion and humanity. Each story in this collection is distinct and unique, and his broad vision, a composite of tradition and modernity, enables him to see the conflict and complexities of a transforming Odia society. These stories are powerful por...
    Disponible

    18,80 €

  • SURENDRA MOHANTYNKA KHYUDRAGALPA
    Gourahari Das
    ଓଡ଼ିଆ ସାହିତ୍ୟରେ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କର ସ୍ଥାନ ସ୍ବତନ୍ତ୍ର। ତାଙ୍କର ବିଷୟବସ୍ତୁ ନିର୍ବାଚନ, ଚରିତ୍ର ଚିତ୍ରଣ ଏବଂ ଶବ୍ଦ ଚୟନ ସମସାମୟିକ ସାହିତ୍ୟିକମାନଙ୍କ ଠାରୁ ଭିନ୍ନ। ଶ୍ରୀଜଗନ୍ନାଥଙ୍କୁ ନେଇ ସେ ଲେଖିଥିବା ’ନୀଳଶୈଳ’, ’ନୀଳାଦ୍ରି ବିଜୟ’, ’କୃଷ୍ଣାବେଣୀରେ ସନ୍ଧ୍ୟା’, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ନେଇ ଲେଖିଥିବା ’କୁଳବୃଦ୍ଧ’ ଓ ’ଶତାବ୍ଦୀର ସୂର୍ଯ୍ୟ’ ଏବଂ ଗୌତମ ବୁଦ୍ଧଙ୍କ ଦର୍ଶନର ଭିନ୍ନ ଭିନ୍ନ ଦିଗକୁ ନେଇ ରଚନା କରିଥିବା ଅଜସ୍ର ଗଳ୍...
    Disponible

    18,73 €

  • Kete Rangara Jibana
    Gourahari Das
    Kete Rangara Jibana (Shades of Life) is an unconventional love story portraying the lives of two women-Rajashri and Kaveri. Set on a realistic backdrop of human desires, love and self-interest, the novel raises some questions about the mystery behind Kaveri not getting married, the possibility of Rajashri ever becoming a mother, issues related to the illicit relationship of Deb...
    Disponible

    15,43 €

  • Paunshara Pandulipi
    Gourahari Das
    Paunshara Pandulipi (The Manuscript of the Ashes), a collection of twenty-five love songs of Sahitya Akademi award winner author Gourahari Das define the life of love and imagination that endows thrilling moments of beauty leading the readers to strange areas of experience- to love, to bleed, to pine for that and be lost at last in its immortality. In the back drop of the subtl...
    Disponible

    12,72 €